ଦ୍ୱାରା ଶିକ୍ଷା ଦିଆଯାଇଥିବା ପରି ଭିପାସାନା ସାଧନାରେ ପାଠ୍ୟକ୍ରମ ପ୍ରଦାନ | U Ba Khin
ପାଠ୍ୟକ୍ରମ ଅନୁସୂଚି
କେନ୍ଦ୍ରୀୟ ସ୍ଥାନ: ୱେବସାଇଟ୍ | ନକଷା
** Unless noted otherwise, course instructions are given in the following languages: French and English
The Québec Vipassana Centre, also called in Pali, Dhamma Suttama, meaning “the best of Dhamma,” is located halfway between Montréal and Ottawa/Gatineau, five kilometers north of Montebello. On this exceptional property, in a tranquil, open valley surrounded by forest, the centre can accommodate more than 100 students per course. Purchased in February 2011, the new centre continues to uphold the mission of the former Sutton centre established in 1999.
- Access the application form by clicking Apply for the desired course. Old students will be given the option to serve.
- Please carefully read the Introduction to the Technique and Code of Discipline which you will be asked to follow during your course.
- Fully and completely fill out all the sections of application form and submit it. An application is required to register for all courses.
- Await notification. All correspondence will be through e-mail if you give an e-mail address in your application. Due to the large volume of applications, it may take up to two weeks before receiving notification.
- If your application is accepted then we require you to confirm you will be attending in order to secure your place in the course.
Québec Vipassana Meditation Centre - Dhamma Suttama | |
|
|
Courses resume in June with reduced participation and in compliance with the sanitary instructions issued by the Public Health.
Students are expected at the centre between 2 and 4 pm for the registration period and the orientation. The course ends the morning of the 11th day by 6:30 am.
Registration opens on the specified date at 5:00 a.m. during Standard Time and 6:00 a.m. during Daylight Savings Time.
Click the 'Apply' link to complete an application. Old students will have the option to serve or to sit the course.
Students may apply to sit no more than one 10-day course. Any additional applications will not be processed.
Virtual Vipassana Meditation Program for old students
A Virtual Vipassana Meditation Program of weekly group sittings & half-day sittings for old students only - and the links to join - can be found at the Dhamma Suttama's Old Student website, on the Vipassana Activities page
ଉପସ୍ଥିତ / ସେବା | ତାରିଖ | ପାଠ୍ୟକ୍ରମ ପ୍ରକାର | ସ୍ଥିତି | ଅବସ୍ଥାନ | ଟିପ୍ପଣୀ |
---|---|---|---|---|---|
ଆବେଦନ | 03 Mar | ୩ ଦିବସ | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 03 Mar | ୧ ଦିବସ | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 03 Mar | ସତିପାଠନ ସୂତ୍ତ | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 03 Mar - 14 Mar | ୧୦-ଦିନ | ଖୋଲା | Montebello | |
ଆବେଦନ | 24 Mar - 14 Apr | 20-Day | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଉପସ୍ଥିତ / ସେବା | ତାରିଖ | ପାଠ୍ୟକ୍ରମ ପ୍ରକାର | ସ୍ଥିତି | ଅବସ୍ଥାନ | ଟିପ୍ପଣୀ |
---|---|---|---|---|---|
ଆବେଦନ | 01 Mar | ServicePeriod - Long.v2.Americas.Suttama | ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ Long form |
ଆବେଦନ | 01 Mar | ServicePeriod - Short.v2.Americas.Suttama | ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ Short Form |
ଆବେଦନ | 01 Jun - 10 Jun | ସତିପାଠନ ସୂତ୍ତ | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ Débute un vendredi. La date de début des inscriptions sera confirmée sous peu. |
ଆବେଦନ | 01 Jun - 12 Jun | ୧୦-ଦିନ | ଖୋଲା | Montebello | |
ଆବେଦନ | 01 Jun - 12 Jun | 10-Day Special | ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 15 Jun | BasicProfile.LastCourse.SitAndServe | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ BasicProfile.LastCourse.SitAndServe |
ଆବେଦନ | 16 Jun | BasicProfile.Only.SitAndServe | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ BasicProfile.Only.SitAndServe |
ଆବେଦନ | 30 Jun - 03 Jul | 3-Day | ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 01 Aug - 22 Aug | 20-Day | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ |
ଆବେଦନ | 01 Sep - 02 Oct | 30-Day | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ 30-Day |
ଆବେଦନ | 01 Oct - 16 Nov | 45-Day | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ 45-Day |
ଆବେଦନ | 01 Dec | 1-Day | ନୂତନ ମହିଳା - ବନ୍ଦ ବୃଦ୍ଧ ମହିଳା - ଖୋଲା ନୂତନ ପୁରୁଷ - ବନ୍ଦ ବୃଦ୍ଧ ପୁରୁଷ - ଖୋଲା ସର୍ଭରଗୁଡ଼ିକ | - ଖୋଲା | Montebello |
ପୁରୁଣା ଛାତ୍ର ଙ୍କ ପାଇଁ 1-Day |
The online application form encrypts your information before it is sent from your computer to our application server. However, it may not be totally secure even though encryption is used. If you are concerned about the possibility of security risks of your confidential information while it is on the Internet, do not use this form and instead download an application. Print and complete it. Then please send the form to the course organizers at the address listed under the “Contact Us” Tab above. By faxing or posting your application form it may delay the registration process by one to two weeks.
To access the Old Student Regional Site please click http://suttama.dhamma.org/os. A user name and password will be required to access these pages.
ପ୍ରଶ୍ନଗୁଡିକ ଇମେଲକୁ ସମ୍ବୋଧିତ ହୋଇପାରେ: $$ ସୂଚନା $ $ |
All courses are run solely on a donation basis. All expenses are met by donations from those who, having completed a course and experienced the benefits of Vipassana, wish to give others the same opportunity. Neither the Teacher nor the assistant teachers receive remuneration; they and those who serve the courses volunteer their time. Thus Vipassana is offered free from commercialisation.
Old students are those who have completed a 10-day Vipassana Meditation course with S.N. Goenka or his Assistant Teachers. Old students have the opportunity to provide Dhamma Service at the courses listed.
ଉଭୟ କେନ୍ଦ୍ର ଏବଂ ଅଣ-କେନ୍ଦ୍ର ସ୍ଥାନରେ ସାଧନା ପାଠ୍ୟକ୍ରମ ଅନୁଷ୍ଠିତ ହୁଏ | ସାଧନା କେନ୍ଦ୍ରଗୁଡ଼ିକ ଉତ୍ସର୍ଗୀକୃତ ସୁବିଧା ଯେଉଁଠାରେ ବର୍ଷସାରା ନିୟମିତ ପାଠ୍ୟକ୍ରମ ଅନୁଷ୍ଠିତ ହୋଇଥାଏ | ଏହି ପରମ୍ପରାରେ ସାଧନା କେନ୍ଦ୍ର ପ୍ରତିଷ୍ଠା ହେବା ପୂର୍ବରୁ ସମସ୍ତ ପାଠ୍ୟକ୍ରମ ଅସ୍ଥାୟୀ ସ୍ଥାନ ଯଥା କ୍ୟାମ୍ପଗ୍ରାଉଣ୍ଡ, ଧାର୍ମିକ ପଂଚାୟତ କେନ୍ଦ୍ର, ଚର୍ଚ୍ଚ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ ହୋଇଥିଲା | ଆଜି, ସେହି ଅଞ୍ଚଳରେ ଯେଉଁଠାରେ ଭିପାସାନାର ସ୍ଥାନୀୟ ଛାତ୍ରମାନଙ୍କ ଦ୍ centers ାରା କେନ୍ଦ୍ର ପ୍ରତିଷ୍ଠା କରାଯାଇ ନାହିଁ, ଅଣ-କେନ୍ଦ୍ର ପାଠ୍ୟକ୍ରମ ସାଇଟରେ 10 ଦିନ ସାଧନା ପାଠ୍ୟକ୍ରମ ଅନୁଷ୍ଠିତ ହୁଏ |
10-day Courses ବିପାସନା ସାଧନା ପାଇଁ ଏକ ପରିଚୟ ଯୁକ୍ତ ଆରଂଭିକ ପାଠ୍ୟକ୍ରମ ଅଟେ । ଯେଉଁଠାରେ ପାଠ୍ୟକ୍ରମର କୌଶଳଟିକୁ ପ୍ରତି ଦିନ କିଛି କିଛି କୌଶଳଯୁକ୍ତ ପଦ୍ଧତ୍ତି ରେ ସିଖାଯାଇଥାଏ । ପାଠ୍ୟ କ୍ରମଟି ୨ ରୁ ୪ ଟା ମନ୍ଧ୍ୟରେ ପଞ୍ଜୀକୃତ ଅବଧି ଓ ଅଭ୍ଯାସ ପରେ ଆରମ୍ଭ ହୋଇଥାଏ । ଏହାପରେ ୧୦ ଦିବସ ସାଧନା ପାଇଁ ପ୍ରଯୁଜ୍ୟ ରଖା ଯାଇଥାଏ ଓ ୧୧ ଦିବସ ସକାଳ ୭.୩୦ ରେ ସମାପ୍ତ ହୋଇଥାଏ ।
Special 10-day Courses1. ଏହି କୌଶଳ କେବଳ ଗମ୍ଭୀର ପୁରାତନ ଛାତ୍ର ମାନଙ୍କ ପାଇଁ ଉନ୍ମମୁକ୍ତ ଅଟେ। ଯେଉ ମାନେ ଅତି କମରେ ଏକ ୧୦ ଦିବସ ପାଠ୍ୟକ୍ରମ ପୁରଣ କରିଥିବେ ଓ ଅତିକମରେ ୨ବର୍ଷ ଯାଏ ଦୈନିକ ଅଭ୍ୟାସ କରିଥିବେ।
Applications must be submitted well in advance as processing may take some time. Students who speak neither English nor one of the other announced course languages may apply for the course, however acceptance into the course will depend on the availability of required course materials, suitable translators and permission of the teacher conducting the course.
20-day Courses are open only to serious Old Students committed to this technique who have completed a minimum of five 10-day courses , one Satipatthana Sutta course, given Dhamma Service at least one 10-day course, and have been practicing regularly for at least two years.
Applications must be submitted well in advance as processing may take some time. Students who speak neither English nor one of the other announced course languages may apply for the course, however acceptance into the course will depend on the availability of required course materials, suitable translators and permission of the teacher conducting the course.
30-day Courses are open only to serious Old Students committed to this technique who have completed a minimum of six 10-day courses (one since their first 20-day course), one 20-day course, one Satipatthana Sutta course, and have been practicing regularly for at least two years.
Applications must be submitted well in advance as processing may take some time. Students who speak neither English nor one of the other announced course languages may apply for the course, however acceptance into the course will depend on the availability of required course materials, suitable translators and permission of the teacher conducting the course.
45-day Courses are open only to persons involved in Dhamma Service and Assistant Teachers who have completed a minimum of seven 10-day courses (one since their first 30-day course), two 30-day courses, one Satipatthana Sutta course, and have been practicing regularly for at least three years.
Applications must be submitted well in advance as processing may take some time. Students who speak neither English nor one of the other announced course languages may apply for the course, however acceptance into the course will depend on the availability of required course materials, suitable translators and permission of the teacher conducting the course.
Old Student Programs are similar to ଓଏସ କାର୍ଯ୍ୟ : ପୁରାତନ ଛାତ୍ର କାର୍ଯ୍ୟ କ୍ରମ ସେବା ଅବଧି ସହ ସମାନ ଅଟେ ।ଯେଉଁଠାରେ କେନ୍ଦ୍ରର ଯତ୍ନ , ନିର୍ମାଣ ଓ ଘରୋଇ କାର୍ଯ୍ୟ କ୍ରମ ପାଇଁ ପ୍ରଯୁଜ୍ୟ ଏକ ପ୍ରକାର କର୍ମ କରିବାର ପଦ୍ଧତି ଅଟେ,କିନ୍ତୁ ଏକ ଅଧିକ ପୂର୍ଣ ଓ ସୌଂରଚିତ କାର୍ଯ୍ୟ କ୍ରମ ଅଟେ । ସହାୟକ ଶିକ୍ଷକଙ୍କ ଓ ସଂଯୁକ୍ତ ସମିତି ଟ୍ରସ୍ଟ ସହିତ ମିଶିବାର ସୁଯୋଗ । ସମସ୍ତ ପୁରାତନ ଛାତ୍ରଙ୍କୁ ଭାଗନେବା ପାଇଁ ସ୍ଵାଗତ କରାଯାଉଅଛି । ପ୍ରତିଦିନ କାର୍ଯ୍ୟ କ୍ରମରେ ପ୍ରାତଃ ଓ ମସାଧନା ସମୟ ରେ ତିନୋଟି ସମୂହ ବୈଠକ ସମିଲ୍ଲଣୀ ହୁଏ ଓ ସନ୍ଧ୍ଯାରେ ଗୁରୁତ୍ଵ ପୂର୍ଣ ପ୍ରବଚନ ଓ ବାର୍ତା ର ଟେପ ଶୁଣାଯାଇଥାଏ ଯାହା ଏସ.ଏନ. ଗୋଏଙ୍କା ଙ୍କ ଦ୍ଵାରା ପୁରାତନ ଛାତ୍ର ମାନଙ୍କୁ ଦିଆ ଯାଇଥିଲା ।
ସତିପଠନ ସୂତ୍ତ କାର୍ଯ୍ୟ କ୍ରମର କାର୍ଯ୍ୟସୂଚୀ ୧୦ ଦିବସୀୟ ପାଠ୍ୟକ୍ରମର କାର୍ଯ୍ୟ ସହିତ ସମାନ ଅଟେ । ମାତ୍ର ସତିପଠନ ସୂତ୍ତ ଓ ୧୦ ଦିବାସୀୟ ପାଠ୍ୟକ୍ରମ ମଧ୍ୟର ପାର୍ଥକ୍ଯ ଏହାକି ସନ୍ଧ୍ଯା କାଳୀନ ପ୍ରକାଶିତ ପ୍ରବଚନକୁ ଯତ୍ନ ପୂର୍ବକ ନିରକ୍ଷଣ କରାଯିବ । ଏହା ହେଉଛି ମୁଖ୍ୟ ବାର୍ତା ଯେଉଁଥିରେ ବିପାସନା ପାଠ୍ୟ କ୍ରମକୁ ସୂଚାରୁ ରୂପେ ବର୍ଣ୍ଣନା କରାଯାଇଛି । ଏହି ପାଠ୍ୟକ୍ରମକେବଳ ଗମ୍ଭୀର ପୁରାତନ ଛାତ୍ରମାଙ୍କ ପାଇଁ ଉପଲବ୍ଧ ଅଟେ । ଯେଉଁ ମାନେ ଅତିକମ୍ ରେ ୩ଟି ୧୦ଦିବସିୟ ପାଠ୍ୟକ୍ରମ ପୂରଣ କରିଥିବେ ଓ ଶେଷ ୧୦ ଦିବସିୟ ପାଠ୍ୟକ୍ରମ ପରଠାରୁ କୌଣସିବି ଅନ୍ୟ ସାଧନା କୌଶଳର ଅଭ୍ଯାସ କରୁନଥିବେ , ଅତିକମରେ ୧ବର୍ଷ ପାଇଁ ଏହି କୌଶଳ ର ଅଭ୍ଯାସ କରିବେ ଓ ଦୈନିକ ଅଭ୍ୟାସ କରିବାକୁ ଆନ୍ତରିକ ପ୍ରଚେଷ୍ଟା କରୁଥିବେ ଓ ନିଜର ଦୈନିକ ଜୀବନର ପାଞ୍ଚଟି ଉପଦେଶର ଅନୁସରଣ କରୁଥିବେ ।
"ସେବା ସମୟ : କାର୍ଯ୍ୟ ସମୟ କେବଳ ବିଭିନ୍ନ ରକ୍ଷଣ , ନିର୍ମାଣ , ଗୃହ କାର୍ଯ୍ୟ ଓ ବଗିଚା ଓ ଅନ୍ୟନ୍ୟ ପରିକଳ୍ପନା କାର୍ଯ୍ୟ ପାଇଁ ନିୟୋଗ କରାଯିବ । ସବୁ ପୁରାତନ ଛତ୍ରମାନଙ୍କୁ ଯୋଗଦାନ ପାଇଁ ସାଦର ଅଭିନନ୍ଦନ । ପ୍ରତିଦିନ କାର୍ଯ୍ୟ ସୁଚି ୩ଟି ବୈଠକରେ ଅନ୍ତର୍ଭୁକ୍ତ , ଯେଉଁଥିରେ ସକାଳ ଓ ଅପରାହ୍ନର କାର୍ଯ୍ୟସୂଚୀ ଅନ୍ତର୍ଭୁକ୍ତ ଅଟେ । କିଛି ବିଶେଷ ସନ୍ଧ୍ୟାରେ Tape ଦ୍ଵାରା ଏସ.ଏନ.ଗୋଏଙ୍କା ଙ୍କ ବାଣୀ ଓ ନିୟମାବଳି ପୁରାତନ ଛାତ୍ର ମାନଙ୍କ ପାଇଁ ଉପଲବ୍ଧ ହୋଇଥାଏ ।"