ଅନୁବାଦଗୁଡିକ ଚାଲିଛି | କେତେକ ପୃଷ୍ଠାରେ ଆପଣଙ୍କର ମନୋନୀତ ଭାଷା ଏବଂ ଇଂରାଜୀ ର ମିଶ୍ରଣ ଥାଇପାରେ |
ଯେହେତୁ ଏସ.ଏନ ଗୋଏଙ୍କା
ସାୟାଗି ୟୁ ବା ଖିନଙ୍କ ପରମ୍ପରାରେ
ଯେହେତୁ ଏସ.ଏନ ଗୋଏଙ୍କାସାୟାଗି ୟୁ ବା ଖିନଙ୍କ ପରମ୍ପରାରେ
10-day Courses ବିପାସନା ସାଧନା ପାଇଁ ଏକ ପରିଚୟ ଯୁକ୍ତ ଆରଂଭିକ ପାଠ୍ୟକ୍ରମ ଅଟେ । ଯେଉଁଠାରେ ପାଠ୍ୟକ୍ରମର କୌଶଳଟିକୁ ପ୍ରତି ଦିନ କିଛି କିଛି କୌଶଳଯୁକ୍ତ ପଦ୍ଧତ୍ତି ରେ ସିଖାଯାଇଥାଏ । ପାଠ୍ୟ କ୍ରମଟି ୨ ରୁ ୪ ଟା ମନ୍ଧ୍ୟରେ ପଞ୍ଜୀକୃତ ଅବଧି ଓ ଅଭ୍ଯାସ ପରେ ଆରମ୍ଭ ହୋଇଥାଏ । ଏହାପରେ ୧୦ ଦିବସ ସାଧନା ପାଇଁ ପ୍ରଯୁଜ୍ୟ ରଖା ଯାଇଥାଏ ଓ ୧୧ ଦିବସ ସକାଳ ୭.୩୦ ରେ ସମାପ୍ତ ହୋଇଥାଏ ।
Old students are those who have completed a 10-day Vipassana Meditation course with S.N. Goenka or his Assistant Teachers. Old students have the opportunity to provide Dhamma Service at the courses listed.